୧୮ ହଜାର କୋଟିରେ ଏୟାର ଇଣ୍ଡିଆକୁ କିଣିଲା ଟାଟା

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଉଦ୍ୟମ ପରେ ସରକାରୀ ବିମାନ କଂପାନି ଏୟାର ଇଣ୍ଡିଆକୁ ବିକ୍ରି କରିବାରେ କେନ୍ଦ୍ର ସରକାର ସଫଳ ହୋଇଛନ୍ତି। ଟାଟା ଗୃପ ୧୮ ହଜାର କୋଟି ଟଙ୍କାରେ ଏହାକୁ କିଣିଛି। ୬୮ ବର୍ଷର ବ୍ୟବଧାନ ପରେ ଟାଟା ପାଖକୁ ଫେରିଛି ଏୟାର ଇଣ୍ଡିଆ। ୧୯୩୨ରେ ଟାଟା ଏୟାରଲାଇନ୍ସ ଭାବେ ଏହାକୁ ଜେଆର୍‌ଡି ଟାଟା ସ୍ଥାପନ କରିଥିଲେ। ୧୯୫୩ରେ ତାହାର ଜାତୀୟକରଣ କରାଯାଇଥିଲା। ଏୟାର ଇଣ୍ଡିଆକୁ ପୁଣି … Continue reading ୧୮ ହଜାର କୋଟିରେ ଏୟାର ଇଣ୍ଡିଆକୁ କିଣିଲା ଟାଟା